କପାଳଲିଖନ Kapāḻalikhana

  • ସଂ. ବି.—( 7 ମୀ ତତ୍; କପାଳ+ଲିଖନ) — ଅଦୃଷ୍ଟ— ଲେଖନ; ଯାହା ଭୋଗ କରିବାକୁ ମନୁଷ୍ୟର କପାଳରେ ବିଧାତା ଲେଖିଥାଏ — Preordinance of God
  • ସଂ. ବି.—( 7 ମୀ ତତ୍; କପାଳ+ଲିଖନ) — [ଦ୍ର—ମନୁଷ୍ୟର ଜନ୍ମ ହେବା ପୂର୍ବରୁ ତାହାର କପାଳରେ ବିଧାତା ତାର ଇହକାଳର ଭୋଗାଭୋଗ ମନୁଷ୍ୟର ଅବୋଧ୍ୟ ଲିପିରେ ଲେଖି ଥାଆନ୍ତି। ତଦନୁସାରେ ସେ ସଂସାରରେ ସୁଖ— ଦୁଃଖାଦି ଭୋଗ କରେ ବୋଲି ପୁରାଣମାନଙ୍କରେ କଥିତ ଅଛି।]