କପାଳରେ କର ମାରିବା Kapāḻare kara māribā
- ଦେ. କ୍ରି. — ଅତ୍ୟନ୍ତ ଦୁଃଖିତ ହୋଇ ମୁଣ୍ଡରେ ହାତକୁ ବାଡ଼େଇବା — To strike one's palms on the forehead as a sign of grief
- ଦେ. କ୍ରି. — ସୂର୍ଯ୍ୟ ଅର୍ଜୁନଙ୍କର କର ଶରଙ୍କର, କର ଦେଖି କପାଳେ ମାରି କରି କର। କୃଷ୍ଣସିଂହ, ମହାଭରତ. ବିରାଟ।
- ଦେ. କ୍ରି. — କର୍ମ ଆଦରି ଦୁଃଖ ସହିବା — To bow one's head to one's lot