କପାଳମୋଚନ Kapāḻamochana

  • ସଂ. ବି. — ହିନ୍ଦୁମାନଙ୍କର ତୀର୍ଥବିଶେଷ — A place of Hindu-pilgrimage
  • ସଂ. ବି. — କପାଳମୋଚନ ତୀର୍ଥର ଏହି ଗୁଣ। କୃଷ୍ଣସିଂହ, ମହାଭାରତ, ବନ।
  • ସଂ. ବି. — ମହାଦେବ ମୂର୍ତ୍ତିବିଶେଷ — An image of Ṡiba