କପାଳଭାତି Kapāḻabhāti

  • ସଂ. ବି. ( 6 ଷ୍ଠୀ ତତ୍; କପାଳ+ଭାତି) — ଆଙ୍ଗୁଠିଦ୍ୱାରା କପାଳକୁ ଘଷିବାରୂପ ଯୋଗସାଧନର ଅନ୍ତର୍ଗତ ପ୍ରକ୍ରିୟାବିଶେଷ — A process of rubbing of the brow practised by persons practising J̄oga