କପାବକଡ଼ା Kapābakaṟḍ̠ā

  • ଦେ. ବି. — ମଞ୍ଜିଯୁକ୍ତ କପା ଥିବା ଖୋଳ — Pods of cotton
  • ଦେ. ବି. — କପାର ଅଫୁଟା ଫଳ — Row cotton-pods