କପଟପାଶା Kapaṭapāṡā
- ଦେ. ବି — ଯୁଧିଷ୍ଠିରଙ୍କ ସଙ୍ଗେ ଦୁର୍ଯ୍ୟୋଧନ ଖେଳିଥିବା ଛଳ ଦ୍ୟୂତକ୍ରୀଡ଼ା — The unfair game of dice which Durj̄yodhana played with guileless J̄udhishṭhira and which led to the Mahābhārata great war
- ଦେ. ବି — କପଟପାଶାର ଆଜି ଦେବି ପ୍ରତିଫଳ। ରାଧାନାଥ।
- ଦେ. ବି — ଭୀମାଧୀବର ରଚିତ କୁରୁପାଣ୍ଡବଙ୍କର ଛଳ ଦ୍ୟୁତକ୍ରୀଡ଼ା ବର୍ଣ୍ଣନାଯୁକ୍ତ ଓଡ଼ିଆ ପଦ୍ୟଗ୍ରନ୍ଥ — Name of an Oṟḍ̠iā poem composed by Bhīmādhībara