କନ୍ୟାସ୍ତମ୍ଭ Kanyāstambha

  • ସଂ. ବି — କନ୍ଯକାସ୍ତମ୍ଭ (ଦେଖ) — Kanyakāstambha (See)
  • ସଂ. ବି — କଦମ୍ବ ତଳରେ ଯାଇଁ ହେଲେ ଉଭା କନ୍ଯାସ୍ତମ୍ଭ ପ୍ରାୟେ ସମସ୍ତେ ଦିଶନ୍ତି ଜଳେ କନକକାନ୍ତି ପ୍ରଭା। ଦୀନକୃଷ୍ଣ, ରସକଲ୍ଲୋଳ।