କନ୍ୟାସମ୍ପ୍ରଦାନ Kanyāsampradāna

  • ସଂ. ବି. ( 6 ଷ୍ଠୀ ତତ୍; କନ୍ଯା+ସମ୍ପ୍ରଦାନ) — ବିବାହବେଦୀରେ କନ୍ଯାକର୍ତ୍ତା କନ୍ଯାକୁ ବର ହାତରେ ସମର୍ପଣକରଣରୂପ କର୍ମ — Giving a girl away in marriage