କନ୍ୟାସନ୍ଧିକାଳ Kanyāsandhikāḻa

  • ସଂ. ବି — ବାଳିକାର ବୟଃପ୍ରାପ୍ତିର ଠିକ୍ ପୂର୍ବକାଳ — The time of a girl just before she attains puberty
  • ସଂ. ବି — କନ୍ଯାସନ୍ଧିକାଳେ ଦିନେ କୁଞ୍ଜ ଅୟନରେ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।