କନ୍ଦା Kandā
- ଦେ. ବି. (ସଂ. କନ୍ଦ) — ଖାଦ୍ୟ ମୂଳ — Edible bulbuous roots
- ଦେ. ବି. (ସଂ. କନ୍ଦ) — ପଇଡ଼ର ପୂର୍ବଅବସ୍ଥାର ନଡ଼ିଆ — Very raw cocoanut fruit
- ଦେ. ବି. (ସଂ. କନ୍ଦ) — (ସଂ. ସ୍କନ୍ଧ)— ନଡ଼ିଆ ପ୍ରଭୃତି ବୃକ୍ଷସ୍କନ୍ଧର କୋମଳ ଅଂଶ — The soft parts on the top of trees of cocoanut species
- ଦେ. ବି. (ସଂ. କନ୍ଦ) — [ଦ୍ର—ଏହା ଖାଇବାକୁ ସୁସ୍ୱାଦୁ ଓ ଶରୀର ପ୍ରତି ହିତକର।]
- ଦେ. ବି. (ସଂ. କନ୍ଦ) — ଥୋଡ଼ର ପୂର୍ବ ଅବସ୍ଥାରେ ଥିବା ଗର୍ଭସ୍ଥ ଧାନ — Paddy before coming out of the ear
- ଦେ. ବି. (ସଂ. କନ୍ଦ) — ଅଙ୍ଗୁଳିଆଦି ସନ୍ଧି ସ୍ଥାନରେ ଜାତ ହେବା ଚର୍ମରୋଗବିଶେଷ; ବିଇଞ୍ଚି — Eczima
- ଦେ. ବି. (ସଂ. କନ୍ଦ) — ମାଛର ପତକା; ଛୋଟ ମାଛ — A small fish
- ଦେ. ବି. (ସଂ. କନ୍ଦ) — (ଯଥା—କନ୍ଦା ବାଳିଆ=ସାନ ବାଳିଆ ମାଛ।)
- ଦେ. ବି. (ସଂ. କନ୍ଦ) — (ସଂ. କ୍ରନ୍ଦନ)— କ୍ରନ୍ଦନ; କାନ୍ଦ — Lamentation; wailing; weeping
- ଦେ. ବି. (ସଂ. କନ୍ଦ) — ଚିଲିକାର ଏକ ପ୍ରକାର ମାଛ — A kind of fish (in the Chilka lake)