କନ୍ଦା ବସିବା Kandā basibā

  • ଦେ. କ୍ରି — ଧାନ ଥୋଡ଼ ଦେଖାଯିବା ପୂର୍ବରୁ ଧାନ— ଗଛମୂଳର ଗର୍ଭରେ ଆସି ଫଳ କନ୍ଦାଅବସ୍ଥାରେ ଉପଗତ ହେବା; କନ୍ଦା ଧାନଗଛ ମୂଳରେ ଗର୍ଭସ୍ଥ ହେବା — (ear of paddy) To germinate at the bottom of the plant