କନ୍ଦର୍ପସାର ମରିଚ୍ୟାଦି-ତୈଳ Kandarpasāra marichyādi-ta̲i̱ḻa

  • ସଂ. ବି — ଆୟୁର୍ବେଦୋକ୍ତ ତୈଳ— ବିଶେଷ — A medicinal oil prepared under rules laid down in the Āyurbeda
  • ସଂ. ବି — [ଦ୍ର—ଏହା କୁଷ୍ଠ ଓ ଚର୍ମରୋଗରେ ଉପକାରୀ।]