କନ୍ଦମାଳ Kandamāḻa

  • ଦେ. ବି. — କନ୍ଧମାନଙ୍କ ବାସସ୍ଥାନ; ଓଡ଼ିଶା ପ୍ରଦେଶର ଅନୁଗୁଳ ଜିଲ୍ଲାର ଗୋଟିଏ ମହକୁମା (ଏହା ପୂର୍ବେ ବୈଦ ରାଜ୍ୟର ଅନ୍ତର୍ଗତ ଥିଲା) — The country of the Kandhas; a subdivision in the non-regulation District of Angul in Orissa the Khondmahals