କନ୍ (ଧାତୁ) Kan (root)

  • ସଂ — ପ୍ରୀତ ହେବା — To be pleased
  • ସଂ — ସନ୍ତୁଷ୍ଟ ହେବା — To be satisfied
  • ସଂ — ଇଚ୍ଛା କରିବା — To wish
  • ସଂ — ଆକାଂକ୍ଷା କରିବା — To desire
  • ସଂ — ଚକ୍ ଚକ୍ କରିବା; କିରଣ ଦେବା — To shine
  • ସଂ — ଖୋଜିବା — To seek