କନୀୟାନ୍ Kanīyān
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — କନିଷ୍ଠ (ଭ୍ରାତା) — Younger (brother)
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — ସର୍ବ କନିଷ୍ଠ — Youngest
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — ଯୁବତର — Younger in age
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — କ୍ଷୁଦ୍ରତର — Smaller
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — ଅତି କ୍ଷୁଦ୍ର; କ୍ଷୁଦ୍ରତନ — Smallest
- ସଂ. ବିଣ. ପୁଂ—(ଯୁବନ୍; ଅଳ୍ପ+ଅତ୍ୟନ୍ତାର୍ଥେ. ଈୟସ୍. ନିପାତନ; ଯୁବନ୍ ବା ଅଳ୍ପ ସ୍ଥାନରେ କନ ଆଦେଶ) — ଅତି ଅଳ୍ପ — Least