କନୀନିକା Kanīnikā
- ସଂ. ବି. ସ୍ତ୍ରୀ (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଈନ+ ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଚକ୍ଷୁତାରା; କଳାଡୋଳା; ଆଖିର ତାରକା — The pupil of the eye
- ସଂ. ବି. ସ୍ତ୍ରୀ (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଈନ+ ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କନିଷ୍ଠାଙ୍ଗୁଳି — The little finger or toe
- ସଂ. ବି. ସ୍ତ୍ରୀ (କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଈନ+ ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କନିଷ୍ଠା ଭଗିନୀ — Younger sister