କନିଶିଡ଼ା Kaniṡiṟḍ̠ā

  • ପ୍ରାଦେ. ବି. (ବାଲେଶ୍ୱର ଅଞ୍ଚଳ; ତୁଳ; ବଂ. କାନସିଡ଼େ) — କନିଶିରି (ଦେଖ) — Kaniṡiri (See)
  • ପ୍ରାଦେ. ବି. (ବାଲେଶ୍ୱର ଅଞ୍ଚଳ; ତୁଳ; ବଂ. କାନସିଡ଼େ) — ଝିଅ ଜୋଇଁକି ଗାଁ କନିଶିଡ଼ା ସରି ନୁହେ—ବାଲେଶ୍ୱର—ଢଗ।