କଦ୍ଜବାବ୍ Kadjabāb

  • ବୈଦେ. ବି. (ଫା.) (କଚିରିଆ ଭାଷା) — ଅଦାଲତରେ ପ୍ରତିବାଦୀ ଦେବା ଜବାବର ଖଣ୍ଡନାର୍ଥ ବାଦୀ ଦେବା ଦ୍ୱିତୀୟ ଜବାବର (ରଦ୍ଜବାବର) ଉତ୍ତରରେ ପ୍ରତି ବାଦୀ ଦାଖଲ କରିବା ଜବାବ — Second written statement of the defendant to meet the plaintiff's second statement
  • ବୈଦେ. ବି. (ଫା.) (କଚିରିଆ ଭାଷା) — [ଦ୍ର—ପୂର୍ବେ କାଜିମାନଙ୍କ ବିଚାର—ଅଦାଲତରେ ବାଦୀର ଦାବିର ଉତ୍ତରରେ ପ୍ରତିବାଦୀ ଜବାବ ଦେଉଥିଲା। ପ୍ରତିବାଦୀର ପ୍ରଦତ୍ତ ଉକ୍ତ ଜବାବକୁ ଖଣ୍ଡନ ବା ରଦ୍ କରିବା ପାଇଁ ବାଦୀ ରଦ୍ଜବାବ ଦେଉଥିଲା। ଏ 'ରଦ୍ଜବାବ' ର ଉତ୍ତରରେ ପ୍ରତିବାଦୀ 'କଦ୍ଜବାବ ଦେଉଥିଲା ଓ ତତ୍ପରେ ବାଦୀ ଶେଷରେ 'ହଦ୍ଜବାବ' ଦେଉ— ଥିଲା। ଏହିଠାରେ ବାଦିପ୍ରତିବାଦୀଙ୍କର ଉତ୍ତରପ୍ରତ୍ତ୍ୟୁତ୍ତର ଶେଷ ହେଉଥିଲା। ତତ୍ପରେ ମକଦ୍ଦମାର ବିଶାର ଆରମ୍ଭ ହେଉଥିଲା।]