କଦାପି Kadāpi

  • ସଂ. ଅ. (କଦା+ଅପି) — କେବେହେଲେ; କେବେମଧ୍ୟ — At any time
  • ସଂ. ଅ. (କଦା+ଅପି) — କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ — At any certain fixed time