କଦାଚିତେ Kadāchite

  • ଦେ. (ପଦ୍ଯ) ଅ. (ସଂ. କଦାଚିତ୍) — କଦାଚ (ଦେଖ) — Kadācha (See)
  • ଦେ. (ପଦ୍ଯ) ଅ. (ସଂ. କଦାଚିତ୍) — ନ ଜୀଇଁବି କଦାଚିତେ—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଞ ଗୀତ। ତାହାଙ୍କ ଦୋଷ ଗୁଣ ଯେତେ ମନେ ନ ଧରି କଦାଚିତେ। ଜଗନ୍ନାଥ. ଭାଗବତ।