କଦାକାର Kadākāra

  • ସଂ. ବିଣ. (ବହୁବ୍ରୀହି; କୁ+ଆକାର; କୁ ସ୍ଥାନରେ କତ୍ ଆଦେଶ) — କୁରୂପ; କୁତ୍ସିତ; ଅସୁନ୍ଦର — Ugly; clumsy; uncouth; deformed; ill-formed