କଦାଇବା Kadāibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କର୍ଦ୍ଦମ) — ମାଟିରେ ପାଣି ମିଶାଇ ଚକଟି କାଦୁଅ କରିବା — To turn earth into clay by mixing water and kneading