କଦଳୀ ବାସୁଙ୍ଗା Kadaḻi bāsuṅgā

  • ଦେ. ବି. — କଦଳୀ ଗଛର ଶୁଖିଲା ବଳଳ ଓ ପତ୍ର — Dried barks and leaves of plantain trees
  • ଦେ. ବି. — [ଦ୍ର— ଏହାକୁ ପୋଡ଼ିଲେ ଯେଉଁ କ୍ଷାର ହୁଏ ସେଥିରେ ମଫସଲର ଧୋବାମାନେ ଲୁଗା ସଫା କରନ୍ତି।]