କଦଳୀ Kadaḻī
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ରମ୍ଭାଗଛ — plantain-tree
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ରମ୍ବାଫଳ — plantain; banana; Musa Sapientum
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ମୃଗବିଶେଷ; ମୃଗୀବିଶେଷ — A kind of fleet-footed deer
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ପତାକା — Flag
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ହସ୍ତୀଉପରେ ବାହିତ ହେବା ନିଶାଣ — Flag flown on the back of an elephant
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — [ଦ୍ର—କଞ୍ଚା ବନ୍ତଳକଦଳୀକୁ ତିଅଣ କରି ଖିଆ ଯାଏ। ପାଚିଲା କଦଳୀର ଚୋପା ଛଡ଼ାଇ ଦୁଧସଙ୍ଗେ ଚକଟି ଅମୃତକୁଣ୍ଡ କରି ଖିଆଯାଏ। କଦଳୀପତ୍ରକୁ ଭୂମିରେ ପକାଇ ତା ଉପରେ ଭାତ ଖିଆଯାଏ। କଦଳୀ ମଞ୍ଜା ଓ ଭଣ୍ଡାକୁ ତିଅଣ କରି ଖିଆଯାଏ। କଦଳୀ ବାସୁଙ୍ଗାକୁ ପୋଡ଼ି ସେହି ଖାରରେ ଧୋବାମାନେ ଲୁଗା ସଫା କରନ୍ତି। କଦଳୀ ଗଛର ଗଡ଼କୁ କାଟି 2/4 ଟି ଏକତ୍ର କରି ଭେଳା କରାଯାଏ। କଦଳୀ ପଟୁକାରେ ଫୂଲ— ଆଦି ଗୁନ୍ଥାଯାଏ। — [ଦ୍ର—କଞ୍ଚା ବନ୍ତଳକଦଳୀକୁ ତିଅଣ କରି ଖିଆ ଯାଏ ପାଚିଲା କଦଳୀର ଚୋପା ଛଡ଼ାଇ ଦୁଧସଙ୍ଗେ ଚକଟି ଅମୃତକୁଣ୍ଡ କରି ଖିଆଯାଏ କଦଳୀପତ୍ରକୁ ଭୂମିରେ ପକାଇ ତା ଉପରେ ଭାତ ଖିଆଯାଏ କଦଳୀ ମଞ୍ଜା ଓ ଭଣ୍ଡାକୁ ତିଅଣ କରି ଖିଆଯାଏ କଦଳୀ ବାସୁଙ୍ଗାକୁ ପୋଡ଼ି ସେହି ଖାରରେ ଧୋବାମାନେ ଲୁଗା ସଫା କରନ୍ତି କଦଳୀ ଗଛର ଗଡ଼କୁ କାଟି2/4ଟି ଏକତ୍ର କରି ଭେଳା କରାଯାଏ କଦଳୀ ପଟୁକାରେ ଫୂଲ— ଆଦି ଗୁନ୍ଥାଯାଏ
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — କଦଳୀ ଗଛର ପୁଆକୁ ଛଡ଼ାଛଡ଼ା କରି ପୋତିବାକୁ ହୁଏ। ଗୋଟିଏ କଦଳୀ ଗଛରୁ ଗୋଟିଏ ମାତ୍ର କାନ୍ଦି ବାହାରେ ଓ ଫଳ ପକ୍ୱ ହେଲେ ଗଛ ମରିଯାଏ। ଏଥିପାଇଁ ପିଲାଏ ନାଆଁ ଦିଆରେ କହନ୍ତି:—
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — "କଟକରୁ ଅଇଲା ପାଗଲା ଘୋଡ଼ା, ଏକା ବିଆଣକେ ହୋଇଲା ବୁଢ଼ା।"
- ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) — ବୈଦ୍ୟଶାସ୍ତ୍ର ଅନୁସାରେଏହା ମଧୁରରସ, ଶୀତବୀର୍ଯ୍ୟ, ବିଷ୍ଟମ୍ଭୀ, କଫଘ୍ନ, ଗୁରୁ, ଓ ସ୍ନିଗ୍ଧ। ପାଚିଲା, କଦଳୀ ମଧୁରରସ, ଶୀତବୀର୍ଯ୍ୟ, ମଧୁର— ବିପାକ, ଶୁକ୍ରବର୍ଦ୍ଧକ, ପୁଷ୍ଟିକର, ରୁଚିକର ଓ ମାଂସବର୍ଦ୍ଧକ।]