କଦଳୀ ବାଞ୍ଝା Kadaḻī bān̄jhā

  • ପ୍ରାଦେ. (ଗଞ୍ଜାମ) ବି. ସ୍ତ୍ରୀ. (ସଂ କଦଳୀ+ବନ୍ଧ୍ୟା) — କଦଳୀ ଗଛ ଗୋଟିଏ ମାତ୍ର ପେଣ୍ଡା ପକାଇଲା ପରି ଯେଉଁ ସ୍ତ୍ରୀ ଏକମାତ୍ର ସନ୍ତାନ ଜନ୍ମ କରିଥାଏ — The mother of one child only