କଦଳୀ ପତ୍ର Kadaḻī patra
- ଦେ. ବି. — କଦଳୀ ଗଛର ପତ୍ର — Leaf of a plantain tree
- ଦେ. ବି. — [ଦ୍ର—ଏହା ଅତି ପ୍ରଶସ୍ତ ଓ ଚିକ୍କଣ ଥିବାରୁ ଲୋକେ ଏଥିରେ ଖାଦ୍ୟ ଦ୍ରବ୍ୟ ରଖି ଖାଆନ୍ତି।]
- ଦେ. ବି. — (ବଣିଆ ଶବ୍ଦ) ରାଜା ବା ବଡ଼ଲୋକଙ୍କ ପରିବାରରେ ବ୍ଯବହୃତ ସୁନା ରୁପାରେ ପ୍ରସ୍ତୁତ, ଗୋଡ଼ଥିବା, କଦଳୀ ପତ୍ର ତୁଲ୍ୟ ପାତ୍ରବିଶେଷ।