କଦଳୀ ଦଣ୍ଡ Kadaḻī daṇḍa
- ସଂ. ବି.—( 6 ଷ୍ଠୀ, ତତ୍. କଦଳୀ+ଦଣ୍ଡ) — ଫଳିଥିବା କଦଳୀ ଗଛର ମଝିରେ ଥିବା କୋମଳ ଦଣ୍ଡ; କଦଳୀ ମଞ୍ଜା — The inmost stalk of a fruited banana tree
- ସଂ. ବି.—( 6 ଷ୍ଠୀ, ତତ୍. କଦଳୀ+ଦଣ୍ଡ) — [ଦ୍ର—ଏହା ତରକାରୀ, ଆମ୍ବିଳ ଓ ରାଇତା ହୁଏ। ଏହା ଶୀତବୀର୍ଯ୍ୟ, ରୁଚିଜନକ, ଅଗ୍ନିବର୍ଦ୍ଧକ, ଏବଂ ଯୋନିଦୋଷ, ଅସୃଦ୍ଗର ଓ ରକ୍ତପିତ୍ତନାଶକ।]