କଦଳୀ ଚକଟା Kadaḻī chakaṭā

  • ଦେ. ବି. — ପାଚିଲା କଦଳୀରେ ଦୁଧ ଓ ମିଠା ମିଶାଇ; ଚକଟି ପ୍ରସ୍ତୁତ କରିବା ପାଣିପାଣିଆ ଖାଦ୍ୟ, ଅମୃତକୁଣ୍ଡ — A gruel-like food prepared by pressing ripe plantains and mixing them with milk and sugar