କଦର୍ୟ୍ୟ Kadarj̄ya
- ସଂ. ବିଣ. (କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ) — କୁତ୍ସିତ — Bad; clumsy; nasty; awkward; base
- ସଂ. ବିଣ. (କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ) — କୃପଣ; ଯେ ନିଜେ ପାଇ ଓ ଆପଣା ପରିବାରକୁ ଦୁଃଖ ଓ ଅଭାବରେ ପକାଇ ଧନ ସଞ୍ଚେ — Miserly; niggardly
- ସଂ. ବିଣ. (କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ) — ଲୋଭୀ — Covetous
- ସଂ. ବିଣ. (କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ) — ନିଚ; ଜଘନ୍ୟ; କ୍ଷୁଦ୍ର — Petty; abominable
- ଦେ. ବିଣ. — କୁତ୍ସିତ; ଅପରିଷ୍କୃତ — 1. Uncleansed; dirty
- ଦେ. ବିଣ. — ନିର୍ଯାତିତ; ବିଡ଼ମ୍ବିତ — Humiliated
- ଦେ. ବିଣ. — ଆକ୍ରାନ୍ତ — Oppressed
- ଦେ. ବିଣ. — କଲବଲ; କ୍ଳିଷ୍ଟ; ଡହଳବିକଳ — Afflicted with pain; sorely troubled
- ଦେ. ବିଣ. — ଆତ୍ମାକୁ କଦର୍ଯ୍ୟ କଲେ ରୋଗ ଘଟେ ଦେହେ। ପୀତାମ୍ବର ନୃସିଂହପୂରଣ।