କଦର୍ଥିବା Kadarthibā

  • ଦେ. (ପଦ୍ଯ) କ୍ରି. (ସଂ. କଦର୍ଥନ) — କଷ୍ଟ ଦେବା — To trouble; to affict
  • ଦେ. (ପଦ୍ଯ) କ୍ରି. (ସଂ. କଦର୍ଥନ) — ଐଶ୍ୱର୍ଯ୍ୟ ଧନ ଆଦି ଯେତେ; ନିତ୍ୟେ କଦର୍ଥନ୍ତି ସମସ୍ତେ— ଜଗନ୍ନାଥ. ଭଗବତ।