କଦର୍ଥିତ Kadarthita

  • ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ୱିଷ୍ଟ] — କୁତ୍ସିତଅର୍ଥରେ ବୁଝାଯିବା — Misinterpreted
  • ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ୱିଷ୍ଟ] — ବିଡ଼ମ୍ବିତ — Humiliated; misjudged
  • ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ୱିଷ୍ଟ] — ଦୂଷିତ — Soiled; desecrated; vilified
  • ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ୱିଷ୍ଟ] — ନିର୍ଯାତିତ — Persecuted
  • ସଂ. ବିଣ. [କୁ=କୁତ୍ସିତ+ଅର୍ଥିତ=(ଅର୍ଥ ଧାତୁ+କର୍ମ. ତ)=ଅନ୍ୱିଷ୍ଟ] — ପୀଡ଼ିତ — Oppressed; tortured