କଦମ୍ Kadam
- ବୈଦେ. ବି. (ଆ. କଦମ୍=ପାଦ) — ଅଶ୍ୱର ଗତିବିଶେଷ — A kind of measured trot of a trained horse
- ବୈଦେ. ବି. (ଆ. କଦମ୍=ପାଦ) — କାହିଁ ଅଶ୍ୱାରୋହୀ ଘେନି ଅଶ୍ୱବର, କଦମେ ବୁଲାଇ ଦିଅଇ ଚକ୍କର। ରାଧାନାଥ. ନନ୍ଦିକେଶ୍ୱରୀ।
- ବୈଦେ. ବି. (ଆ. କଦମ୍=ପାଦ) — ପହଣ୍ଡ; ପାଦବିସ୍ତାର; ଚାଲିଲା ବେଳେ ଦୁଇ ଗୋଡ଼ ମଧ୍ୟରେ ଥିବା ଅନ୍ତର — Foot-step; pace
- ବୈଦେ. ବି. (ଆ. କଦମ୍=ପାଦ) — ତନ୍ତିସାଇକୁ ଚାରିଶ କି ପାଞ୍ଚଶ କଦମ ଦୂର ବିଲ ମଝିରେ ଡମସାଇ। ଫକୀରମୋହନ—ଛମାଣଆଠଗୁଣ୍ଠ।
- ବୈଦେ. ବି. (ଆ. କଦମ୍=ପାଦ) — ପାଦ — Foot
- ବୈଦେ. ବି. (ଆ. କଦମ୍=ପାଦ) — ମହମା; ମହାତ୍ମ୍ୟ — power
- ବୈଦେ. ବି. (ଆ. କଦମ୍=ପାଦ) — କଦମ୍ବ ଗଛ ଓ ଫୁଲ — A species of tree and its flower; Nauclea Cadamuba
- ସଂ. ବିଣ — ହର୍ଷୋତ୍ଫୁଲ୍ଲ — With hairs standing on end through joy