କଦମ୍ବମୂଳିଆ Kadambamūḻiā

  • ଦେ. ବିଣ — (ଯେ କଦମ୍ବ ଗଛ ମୂଳରେ ବିହାର କରିବାକୁ ଭଲ ପାଆନ୍ତି)
  • ଦେ. ବିଣ — ଶ୍ରୀକୃଷ୍ଣ — (Loving to play at the foot of a Kadamba tree)-An epethet of Srīkṛushṇa
  • ଦେ. ବିଣ — ମଦଗଜଗମନକୁ କଦମ୍ବମୂଳିଆକୁ, ମଖଶାଳା ଭିଖାରିକୁ। କବିସୂର୍ଯ୍ୟ— ସଙ୍ଗୀତ।