କଦନ୍ନ Kadanna

  • ସଂ. ବି. (କର୍ମଧା; କୁ+ଅନ୍ନ; କୁ ସ୍ଥାନରେ କତ୍ ଆଦେଶ) — କୁତ୍ସିତ ଅନ୍ନ; ଅଖାନ୍ଦ୍ୟ — Bad or unclean food
  • ସଂ. ବି. (କର୍ମଧା; କୁ+ଅନ୍ନ; କୁ ସ୍ଥାନରେ କତ୍ ଆଦେଶ) — ସମ୍ୟକ୍ ସିଦ୍ଧ ହୋଇ ତ ଥିବା ଅନ୍ନ — Food not properly boiled
  • ସଂ. ବି. (କର୍ମଧା; କୁ+ଅନ୍ନ; କୁ ସ୍ଥାନରେ କତ୍ ଆଦେଶ) — କୁତ୍ସିତ ଲୋକ ଘରର ବା ପାକର ଅନ୍ନ — Food cooked by a low-caste person
  • ସଂ. ବି. (କର୍ମଧା; କୁ+ଅନ୍ନ; କୁ ସ୍ଥାନରେ କତ୍ ଆଦେଶ) — ପରଠାରୁ ମାଗି ଆଣିବା ଅନ୍ନ — Food begged of others
  • ସଂ. ବିଣ. ପୁଂ (ବହୁବ୍ରୀହି) — କୁତ୍ସିତ ଅନ୍ନପ୍ରିୟ — Fond of unclean food