କଦକ୍ଷର Kadakshara

  • ସଂ. ବି. (କର୍ମଧା; କୁ+ଅକ୍ଷର; କୁ ସ୍ଥାନରେ କତ୍ ଆଦେଶ) — କୁତ୍ସିତ ଅକ୍ଷର ବା ଲେଖା — Bad writing; clumsy writing
  • ସଂ. ବିଣ. ପୂଂ. (ବହୁବ୍ରୀହି) — ଯାହାର ହସ୍ତାକ୍ଷର କଦର୍ଯ୍ୟ — One who writes a bad or clumsy hand