କଦଧ୍ୱା Kadadhwā

  • ସଂ. ବି. (କର୍ମାଧା; କୁ+ଅଧ୍ୱନ୍=ପଥ; କୁ ସ୍ଥାନରେ କତ୍ ଆଦେଶ) — କୁପଥ — Wrethed road
  • ସଂ. ବି. (କର୍ମାଧା; କୁ+ଅଧ୍ୱନ୍=ପଥ; କୁ ସ୍ଥାନରେ କତ୍ ଆଦେଶ) — କୁମାର୍ଗ — Bad way
  • ସଂ. ବିଣ. ପୁଂ. (ବହୁବ୍ରୀହି) — କୁମାର୍ଗଗାମୀ — One given to evil ways or gone astray