କଥାରୁ ବଳିବା Kathāru baḻibā

  • ଦେ. କ୍ରି. — କ୍ଷମତାରୁ ବହିର୍ଭୂତ ହେବା — To be beyond one's power or control
  • ଦେ. କ୍ରି. — ଆଦେଶ ବା ଅନୁରୋଧ ଲଂଘନ କରିବା ବା ନ ମାନିବା — To disobey or transgress one's order or advice