କଥାର କଥା Kathāra kathā

  • ଦେ. ବି — ହୀନକଥା; ନିକୃଷ୍ଟ ବିଷୟ — Negligible thing; valueless matter or subject
  • ଦେ. ବି — ଯେଉଁ କଥା ବା ବିଷୟ କାର୍ଯ୍ୟରେ ପରିଣତ ହେବା ନିମନ୍ତେ ଅଭିପ୍ରେତ ନୁହେ — Not a thing meant to be acted upon
  • ଦେ. ବି — ଉଲ୍ଲେଖଯୋଗ୍ୟ ବିଷୟ — A matter worth considered or mentioning
  • ଦେ. ବି — ନିରର୍ଥକ ବାକ୍ୟ — Meaningless words
  • ଦେ. ବି — ବାଜେ କଥା; ଅନାବଶ୍ୟକ କଥା; ଅସାର କଥା — Useless matter