କଥାବାଜି Kathābāji

  • ଦେ. ବି — କଥା କହିବାର ପଟୁତା (ମାତ୍ର କାର୍ଯ୍ୟରେ ନୁହେ); ବାଚାଳତା; ବକବାଜୀ; ମୁହଁବାଲିଙ୍ଗ — Talkativeness; bragging
  • ଦେ. ବି — ଭୁଲିଯା ଭୁଲିଯା କଥାବାଜି ଖେଳ ବୁଜିଦିଅ କଥା ଭଣ୍ଡାର। ଭିକାରୀ—ଗୀତ ଲହରୀ।