କଥାନେବା Kathā nebā
- ଦେ. କ୍ରି — କୌଣସି ବ୍ଯକ୍ତିଠାରୁ ଗୁପ୍ତ ବିଷୟ ବାହାର କରିବା — To cause a person to give out a secret
- ଦେ. କ୍ରି — କୌଣସି ବ୍ଯକ୍ତିଠାରୁ କୌଣସି ସଂବାଦ ଅନ୍ୟଠାରୁ ନେବା — To carry a message from a person
- ଦେ. କ୍ରି — କୌଣସି ବ୍ଯକ୍ତିଠାରୁ ସ୍ଥିର ଜବାବ ଗ୍ରହଣ କରିବା — To take a promise from a person