କଥାନିକା Kathānikā

  • ସଂ. ବି. — କାହାଣୀ ବା ଉପନ୍ୟାସର ଏକ ଭେଦ, (ଏଥିରେ ପ୍ରଧାନ କାହାଣୀ ପାତ୍ର ପାତ୍ରୀଙ୍କ କଥୋପକଥନ ଦ୍ୱାରା ପ୍ରକାଶିତ ହୁଏ—ହି. ଶବ୍ଦସାଗର) — A kind of folktale consisting of dialogues