କଥାକୁ ହସିବା Kathāku hasibā

  • ଦେ. କ୍ରୀ. — (ଅନ୍ୟର) କହିବା ବିଷୟକୁ ଉପହାସ କରିବା — To mock at one's word
  • ଦେ. କ୍ରୀ. — ମୋ କଥା କୁ ହସି ତ ଦେଲା ସୁଯୋଧକ—କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।