କଥାକୁ କଥା Kathāku kathā

  • ଦେ. ବି. — କୌଣସି ବ୍ଯକ୍ତିର ପ୍ରତ୍ୟେକ କଥାରେ ଦିଆଯିବା ଉତ୍ତର — Word to word; reply to every question
  • ଦେ. ବି. — କଥା ପ୍ରସଙ୍ଗ; କଥୋପକଥନ — Conversation; course of talk
  • ଦେ. ବି. — (ଯଥା—କଥାକୁ କଥାଏ କହିଦେଲି ସିନା; କିନ୍ତୁ ଏକଥା ମୋ ମନେ ନ ଥିଲା।)
  • ଦେ. ବି. — ଉପଯୁକ୍ତ ଘଟନା ଉପଲକ୍ଷରେ କରାଯିବା କାର୍ଯ୍ୟ — Act done on proper or suitable occasion
  • ଦେ. ବି. — କଥାକୁ କଥାଏ, ଭାଇ ଘରକୁ ଭଉଣୀ ଗଲେ ସିନ୍ଦୁର ନଥାଏ—ଢଗ।