କଥାକୁ ଆଣିବା Kathāku āṇibā

  • ଦେ. କ୍ରି. — ସଙ୍ଗତ ବା ଠିକ୍ ମନେ କରିବା — To deem adequate or reasonable
  • ଦେ. କ୍ରି. — ମୂର୍ଖପଣେ ଲୋକେ ପାର୍ଥଙ୍କୁ ଜିଣିବାକୁ, ବୋଲନ୍ତି ଯାହା, ତା ଆଣିବା କି କଥାକୁ। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।