କଥା ରହିବା Kathā rahibā

  • ଦେ. ବି — (କୌଣସି ବ୍ଯକ୍ତିର) ଉପଦେଶ ବା ଅନୁରୋଧ ପାଳିତ ହେବା — One's advice or directions being followed
  • ଦେ. ବି — ଭବିଷ୍ୟତକୁ ସୁନାମ ବା ଦର୍ନାମ ରହିବା — Notoriety or good name being published
  • ଦେ. ବି — (ଯଥା—କଥା ରହିଗଲା କାଳକାଳକୁ)
  • ଦେ. ବି — ଭବିଷ୍ୟତ୍କୁ ଯଶ ରହିବା; ଚିରକାଳକୁ କୀର୍ତ୍ତି ରହିବା — (one's actions) Being commemorated
  • ଦେ. ବି — ଭବିଷ୍ୟତକୁ ଅଯଶ ରହିବା — Bad name surviving a person
  • ଦେ. ବି — ଦୁଇ ଜଣଙ୍କ ମଧ୍ୟରେ ଜବାବ ସ୍ଥିର ହେବା — Completion of an agreement between two persons