କଥା ରଖିବା Kathā rakhibā

  • ଦେ. କ୍ରି — କଥା ମାନିବା; ଆଦେଶ; ଉପଦେଶ ବା ଅନୁରୋଧ ଅନୁସାରେ କାର୍ଯ୍ୟ କରିବା — To obey one's order; request or commands