କଥା ମିଳିବା Kathā miḻibā
- ଦେ. ବି. (ସଂ. କଥା+ମିଳ ଧାତୁ) — (କୌଣସି ବିଷୟର) ତଥ୍ୟ ବା ଠିକ୍ ସମ୍ବାଦ ମିଳିବା — Ascertainment of true facts or state of affairs
- ଦେ. ବି. (ସଂ. କଥା+ମିଳ ଧାତୁ) — ମତର ସାମଞ୍ଜସ୍ୟ ହେବା — Agreement between the opinion or plans of different persons
- ଦେ. ବି. (ସଂ. କଥା+ମିଳ ଧାତୁ) — ଜଣକ ବର୍ଣ୍ଣିତ କଥାସଙ୍ଗେ ଅନ୍ଯ ବ୍ଯକ୍ତିର କଥାର ମେଳ ବା ସାମଞ୍ଜସ୍ୟ ହେବା — Tallying of the stories given by different persons
- ଦେ. ବି. (ସଂ. କଥା+ମିଳ ଧାତୁ) — ଜଣକର ମନୋଗତ ଭାବ ସ୍ଥିରରୁପେ ବୁଝାଯିବା — Ascertainment of a person's wish