କଥା ବଢ଼ାଇବା Kathā baṟḍ̠ẖāibā

  • ଦେ. କ୍ରି — କୌଣସି ବିଷୟରେ ବାରମ୍ବାର ଆଲୋଚନା ବା ପୁନରାବୃତ୍ତି ଦ୍ୱାରା ତାହାକୁ ଗୁରୁତର ବା ଜଟିଳତର କରିବା — To complicate matters