କଥା ପକାଇବା Kathā pakāibā

  • ଦେ. କ୍ରି — କୌଣସି ବିଷୟର ଆଲୋଚନା ଉତ୍ଥାପନ କରିବା — To introduce a discussion on something
  • ଦେ. କ୍ରି — ଆଲୋଚନା ନିମନ୍ତେ କୌଣସି ବିଷୟ ଉପସ୍ଥାପିତ କରିବା — To put forth (something) for discussion