କଥା ଧରିବା Kathā dharibā

  • ଦେ. କ୍ରି — କୌଣସି ବ୍ଯକ୍ତିର କଥିତ ବାକ୍ୟ ପ୍ରତି ଆପତ୍ତି କରିବା ବା ତୀବ୍ର ସମାଲୋଚନା କରିବା — To object to or pass strong remarks against another words
  • ଦେ. କ୍ରି — ଶର୍ମିଷ୍ଠା ଅଜ୍ଞାନୀ ବାଳିକା ତା କଥା ଧରିବା ନୁହେ ବିହିତ। ନନ୍ଦକିଶୋର ଶର୍ମିଷ୍ଠା।